ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସୁସ୍ଥତା କ୍ଷେତ୍ରରେ କୌଣସି ଭାରତୀୟଙ୍କୁ ପଛୁଆ ନ ରଖିବାକୁ ସରକାରଙ୍କ ପ୍ରତିବଦ୍ଧତା ବାବଦରେ ପ୍ରବନ୍ଧ, ଗ୍ରାଫିକ୍ସ ଏବଂ ଭିଡିଓ ସେୟାର କରିଛନ୍ତି ।
ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି:
‘ଏକ ସୁସ୍ଥ ଭାରତ ପ୍ରତି ଆମର ଅଦମ୍ୟ ପ୍ରତିବଦ୍ଧତା ଯୋଗୁ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତି ହୋଇଛି । ମିଳିତ ଭାବେ ଆମେ ସୁନିଶ୍ଚିତ କରିବୁ ଯେ, ସୁସ୍ଥତା ହାସଲ ପାଇଁ ଆମ ଯାତ୍ରାରେ ଯେପରି କୌଣସି ଭାରତୀୟ ପଛରେ ପଡ଼ି ନ ଯିବେ ।’ #9yearsofHealthForAll
Every initiative of the NDA Government reflects our belief in the limitless potential of our Nari Shakti. Their dreams are building a stronger, inclusive and brighter India. Do see the NaMo App for interesting content on #9YearsOfWomenLedDevelopment. https://t.co/hXsyQ5fiAM
— Narendra Modi (@narendramodi) June 6, 2023
SR
Our unwavering commitment towards a healthier India has led to significant strides in the healthcare sector. Together, we will ensure that no Indian is left behind in our journey towards wellness. #9YearsOfHealthForAll https://t.co/rrnry5ZiW0
— Narendra Modi (@narendramodi) June 8, 2023