Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଅଷ୍ଟ୍ରେଲିଆନସୁପରର ମୁଖ୍ୟ କାର୍ଯ୍ୟକାରୀ ଶ୍ରୀ ପଲ୍ ଶ୍ରୋଡରଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

ଅଷ୍ଟ୍ରେଲିଆନସୁପରର ମୁଖ୍ୟ କାର୍ଯ୍ୟକାରୀ ଶ୍ରୀ ପଲ୍ ଶ୍ରୋଡରଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦୨୩ ମେ ୨୩ରେ  ଅଷ୍ଟ୍ରେଲିଆନସୁପରର ମୁଖ୍ୟ କାର୍ଯ୍ୟକାରୀ ଶ୍ରୀ ପଲ୍ ଶ୍ରୋଡରଙ୍କୁ ଭେଟିଛନ୍ତି

ବିଶ୍ୱରେ ପୁଞ୍ଜିନିବେଶ ପାଇଁ ଭାରତ ସବୁଠୁ ପସନ୍ଦର ଅର୍ଥବ୍ୟବସ୍ଥା ମଧ୍ୟରୁ ଅନ୍ୟତମ ବୋଲି ପ୍ରଧାନମନ୍ତ୍ରୀ ଆଲୋକପାତ କରିବା ସହ ଭାରତ ସହ  ସହଭାଗିତା ପାଇଁ ଅଷ୍ଟ୍ରେଲିଆନସୁପରକୁ ଆମନ୍ତ୍ରଣ କରିଛନ୍ତି

ଅଷ୍ଟ୍ରେଲିଆନସୁପର ଅଷ୍ଟ୍ରେଲିଆର ଏକ ସୁପରଆନୁଏସନ ଫଣ୍ଡ୍‌, ଯାହାର ମୁଖ୍ୟାଳୟ ଭିକ୍ଟୋରିଆର ମେଲବର୍ନରେ ରହିଛି

 SR