Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ସିସକୋ ଚେୟାରମ୍ୟାନ ଏବଂ ସିଇଓଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସିସକୋ ଚେୟାରମ୍ୟାନ ଏବଂ ସିଇଓ ଶ୍ରୀ ଚୁକ୍ ରବିନ୍ସଙ୍କୁ ଭେଟିଛନ୍ତି

ଶ୍ରୀ ରବିନ୍ସଙ୍କ ଏକ ଟୁଇଟର ଉତ୍ତର ଦେଇ ପ୍ରଧାନମନ୍ତ୍ରୀ ଟୁଇଟ କରିଛନ୍ତି:

ଚୁକ୍ ରବିନ୍ସଙ୍କୁ ଭେଟି ଖୁସି ଲାଗିଲା ସିସକୋ ଭାରତରେ ଉପଲବ୍ଧ ବ୍ୟାପକ ସୁଯୋଗର ବ୍ୟବହାର କରୁଥିବା ଦେଖି ଭଲ ଲାଗିଲା

 SR