Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଦୋହା ଡାଇମଣ୍ଡ୍ ଲିଗରେ ପ୍ରଥମ ସ୍ଥାନ ପାଇଁ ନୀରଜ ଚୋପ୍ରାଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା


ଦୋହା ଡାଇମଣ୍ଡ୍ ଲିଗରେ ପ୍ରଥମ ସ୍ଥାନ ପାଇଁ ନୀରଜ ଚୋପ୍ରାଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି

ପ୍ରଧାନମନ୍ତ୍ରୀ ଟୁଇଟ କରିଛନ୍ତି:

ବର୍ଷର ପ୍ରଥମ ପ୍ରତିଯୋଗିତା ଏବଂ ପ୍ରଥମ ସ୍ଥାନ’!

୮୮.୬୭ ମିଟରର ୱାର୍ଲ୍ଡ ଲିଡ୍ ଥ୍ରୋ ସହ ଦୋହା ଡାଇମଣ୍ଡ୍ ଲିଗ୍ରେ ଚମକିଲେ ନୀରଜ ଚୋପ୍ରା ତାଙ୍କୁ ଶୁଭେଚ୍ଛା! ଆଗାମୀ ପ୍ରୟାସ ପାଇଁ ଶୁଭକାମନା

 SR