Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

୨୦୨୩ ଏପ୍ରିଲରେ ସର୍ବାଧତ୍କ ଜିଏସ୍‌ଟି ସଂଗ୍ରହକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦୨୩ ଏପ୍ରିଲରେ ସର୍ବାଧତ୍କ ୧.୮୭ ଲକ୍ଷକୋଟି  ଜିଏସ୍‌ଟି  ସଂଗ୍ରହକୁ ଭାରତୀୟ ଅର୍ଥନୀତି ପାଇଁ ବଡ଼ ଖବର ବୋଲି କହିଛନ୍ତି I

ଅର୍ଥ ମନ୍ତ୍ରଣାଳୟ ଏକ ଟୁଇଟ୍କୁ ପ୍ରଧାନମନ୍ତ୍ରୀ ରିଟୁଇଟ୍ କରି ଲେଖିଛନ୍ତି: ଭାରତୀୟ ଅର୍ଥ ବ୍ୟବସ୍ଥା ପାଇଁ ବଡ଼ ଖବର I ଟିକସ ହାର କମିବା ସତ୍ତ୍ୱେ କର ସଂଗ୍ରହରେ ସଫଳତା  ଜିଏସ୍‌ଟି ଏକୀକରଣ ଏବଂ ଅନୁପାଳନର ବୃଦ୍ଧିକୁ ଦର୍ଶାଉଛିI

SR