Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପୃଥିବୀ ଦିବସ ଅବସରରେ ଆମ ଗ୍ରହରେ ଜୀବନଯାପନ ଉନ୍ନତ କରିବାରେ ଉଦ୍ୟମରତ ବ୍ୟକ୍ତିବିଶେଷଙ୍କ ଉଦ୍ୟମକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ପୃଥିବୀ ଦିବସ ଅବସରରେ ଆମ ଗ୍ରହରେ ଜୀବନଯାପନ ଉନ୍ନତ କରିବାରେ ଉଦ୍ୟମରତ ବ୍ୟକ୍ତିବିଶେଷଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି ।  

ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

ପୃଥିବୀ ଦିବସ ଅବସରରେ ଆମ ଗ୍ରହକୁ ଉନ୍ନତ କରିବା ପାଇଁ ଉଦ୍ୟମରତ ବ୍ୟକ୍ତିବିଶେଷଙ୍କୁ ପ୍ରଶଂସା କରୁଛି । ପ୍ରକୃତି ସହ ସଦ୍ଭାବ ବଜାୟ ରଖିବାକୁ ଆମ ସଂସ୍କୃତି ଅନୁରୂପ ନିରନ୍ତର ବିକାଶ ଆଗେଇ ନେବା ପାଇଁ ଭାରତ ପ୍ରତିବଦ୍ଧ ।  

SR