ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ସୁରତ ନଗର ନିଗମ ଓ ସୁରତ ସ୍ମାର୍ଟ ସିଟି ଡେଭେଲପମେଣ୍ଟ ଲିମିଟେଡଙ୍କ ଦ୍ୱାରା ମିଳିତ ଭାବେ ଆୟୋଜିତ ସୁରତ ଶାଢୀ ୱାକାଥନକୁ ପ୍ରଶଂସା କରିଛନ୍ତି ।
ଦର୍ଶନା ଜରଦୋଶଙ୍କ ଏକ ଟ୍ୱିଟ ଶୃଙ୍ଖଳ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ଭାରତର ବସ୍ତ୍ର ପରମ୍ପରାକୁ ଲୋକପ୍ରିୟ କରିବା ପାଇଁ ସୁରତ ଶାଢୀ ୱାକାଥନ ଏକ ପ୍ରଶଂସନୀୟ ପଦକ୍ଷେପ ।”
Surat Saree Walkathon is a laudatory effort to popularise India’s textile traditions. https://t.co/mJGuvbqnze
— Narendra Modi (@narendramodi) April 20, 2023
SR
Surat Saree Walkathon is a laudatory effort to popularise India's textile traditions. https://t.co/mJGuvbqnze
— Narendra Modi (@narendramodi) April 20, 2023