ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ବିଭିନ୍ନ ବିଭାଗ ଉପରେ ଗଭର୍ଣ୍ଣମେଣ୍ଟ ଇ-ମାର୍କେଟପ୍ଲେସ (ଜିଇଏମ) ପ୍ଲାଟଫର୍ମର ପ୍ରଭାବ ସମ୍ପର୍କରେ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ଶ୍ରୀ ପୀୟୁଷ ଗୋୟଲଙ୍କ ଦ୍ୱାରା ଲିଖିତ ଏକ ପ୍ରବନ୍ଧ ଶେୟାର କରିଛନ୍ତି ।
କେନ୍ଦ୍ର ମନ୍ତ୍ରୀଙ୍କ ଏକ ଟ୍ୱିଟ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ କରାଯାଇଛି;
“କେନ୍ଦ୍ର ମନ୍ତ୍ରୀ ଶ୍ରୀ @PiyushGoyal, @GeM_India ପ୍ଲାଟଫର୍ମ ମାଧ୍ୟମରେ କିପରି ବିଭିନ୍ନ ବିଭାଗର ସଞ୍ଚୟ, ପାରଦର୍ଶିତାକୁ ପ୍ରୋତ୍ସାହନ ମିଳିବା ସହ ବିକ୍ରେତାମାନଙ୍କ ମଧ୍ୟରେ ନିରପେକ୍ଷ ପ୍ରତିଯୋଗିତା ହେଉଛି ବର୍ଣ୍ଣନା କରିଛନ୍ତି ।”
Union Minister Shri @PiyushGoyal elaborates how @GeM_India platform led to savings by departments and encouraged transparency as well as fair competition for vendors. https://t.co/oRgCH8yYME
— PMO India (@PMOIndia) April 20, 2023
SR