Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ମନ କି ବାତ ସମ୍ପର୍କରେ ଅଞ୍ଜୁ ବବି ଜର୍ଜଙ୍କ ପ୍ରବନ୍ଧ ଶେୟାର କଲେ ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ଆଥଲେଟିକ ମହାସଂଘର ଉପସଭାପତି ସୁଶ୍ରୀ ଅଞ୍ଜୁ ବବି ଜର୍ଜଙ୍କ ଏକ ପ୍ରବନ୍ଧ ଶେୟାର କରିଛନ୍ତି । ଏହି ପ୍ରବନ୍ଧରେ ମନ କି ବାତ ଦେଶର କ୍ରୀଡା ସଫଳତାକୁ ଗୌରବାନ୍ୱିତ କରିବାର ଏକ ପ୍ଲାଟଫର୍ମ ଭାବେ ବିକଶିତ ହୋଇଥିବା ସମ୍ପର୍କରେ ଲେଖାଯାଇଛି ।

ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

ଭାରତୀୟ ଆଥଲେଟିକ ମହାସଂଘର ଉପସଭାପତି @anjubobbygeorg1 ଲେଖିଛନ୍ତି କିପରି #MannKiBaat ଏପରି ଏକ ପ୍ଲାଟଫର୍ମ ପାଲଟି ଯାଇଛି, ଯେଉଁଠି ଦେଶର କ୍ରୀଡା ସଫଳତାକୁ ଲୋକଲୋଚନକୁ ଅଣାଯାଇଛି ।

 

SR