Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ବିମାନ ବନ୍ଦର ସମ୍ପର୍କିତ ନିଜ କାର୍ଯ୍ୟକ୍ରମଗୁଡିକର ଝଲକ ଶେୟାର କଲେ ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିମାନ ବନ୍ଦର ସମ୍ପର୍କିତ ନିଜ କାର୍ଯ୍ୟକ୍ରମଗୁଡିକର ଝଲକ ଶେୟାର କରିଛନ୍ତି ।

ପ୍ରଧାନମନ୍ତ୍ରୀ, କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଶ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଏକ ଟ୍ୱିଟର ପ୍ରତ୍ୟୁତ୍ତର ଦେଇଛନ୍ତି । ଯେଉଁଥିରେ ମନ୍ତ୍ରୀ ବିମାନ ଚଳାଚଳ ଭିତ୍ତିଭୂମି ବିକାଶ ପାଇଁ ୨୦୨୩ ଆର୍ଥିକ ବର୍ଷରେ ସର୍ବାଧିକ ପୁଞ୍ଜି ବିନିଯୋଗ ସମ୍ପର୍କରେ ସୂଚନା ଦେଇଛନ୍ତି ।  

ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

ଉଚ୍ଚ ଗୁଣବତ୍ତା ସମ୍ପନ୍ନ ଭିତ୍ତିଭୂମିକୁ ଆମେ ସର୍ବାଧିକ ଗୁରୁତ୍ୱ ଦେଇଥାଉ । ଗତ କିଛି ମାସ ମଧ୍ୟରେ ଗୋଆ, ବେଙ୍ଗଲୁରୁ, ଚେନ୍ନାଇ, ଇଟାନଗର ଓ ଶିବମୋଗା ବିମାନ ବନ୍ଦରରେ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲି । ଏହାର କିଛି ଝଲକ ଦେଖନ୍ତୁ ।

 

SR