ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ତାମିଲନାଡୁର ସାଲେମ ରେଳ ଜଙ୍କସନରେ ଲୋକେ ବନ୍ଦେ ଭାରତକୁ କରିଥିବା ଚିତାକର୍ଷକ ସ୍ୱାଗତରେ ସନ୍ତୋଷ ବ୍ୟକ୍ତ କରିଛନ୍ତି ।
ବନ୍ଦେ ଭାରତ ଏକ୍ସପ୍ରେସକୁ ସ୍ୱାଗତ କରି ଉତ୍ସାହୀ ଲୋକେ ସାଲେମ ରେଳ ଜଙ୍କସନରେ ଟ୍ରେନ ଉପରେ ଫୁଲ ବର୍ଷା କଲେ ।
ତାମିଲନାଡୁରେ ପତ୍ର ସୂଚନା କାର୍ଯ୍ୟାଳୟର ଟ୍ୱିଟ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;
“ସାଲେମରେ ଚିତାକର୍ଷକ ସ୍ୱାଗତ!
ବନ୍ଦେ ଭାରତ ବିଭିନ୍ନ ସ୍ଥାନରେ ପହଞ୍ଚିବା ବେଳେ ଲୋକଙ୍କ ମଧ୍ୟରେ ଏଭଳି ଉତ୍ସାହ ପରିଲକ୍ଷିତ ହୋଇଥାଏ । ଯାହା ଦେଶବାସୀଙ୍କ ଗୌରବ ଭାବନାକୁ ପ୍ରଦର୍ଶିତ କରିଥାଏ ।”
A spectacular welcome in Salem!
Such enthusiasm is common in different places the Vande Bharat Express reaches, showing the deep pride among the people of India. https://t.co/hHgj3no8vG
— Narendra Modi (@narendramodi) April 10, 2023
ଶ୍ରୀ ମୋଦୀ ବନ୍ଦେ ଭାରତ ଏକ୍ସପ୍ରେସରେ ଶ୍ରୀମତି ବନସ୍ଥି ଶ୍ରୀନିବାସନଙ୍କ ସୁଖଦ ଯାତ୍ରା ଅନୁଭବ ସମ୍ପର୍କରେ କହିଛନ୍ତି;
“ଅଦ୍ଭୁତ!”
Wonderful! https://t.co/XRsb0S8S8x
— Narendra Modi (@narendramodi) April 10, 2023
SR