ପ୍ରଧାନମନ୍ତ୍ରୀ ଭାରତର ମାଆ ଓ ଭଉଣୀମାନଙ୍କ ଉପରେ ଉଜ୍ଜ୍ୱଳା ଯୋଜନାର ପ୍ରଭାବକୁ ପ୍ରଶଂସା କରିଛନ୍ତି ।
ଉଜ୍ଜ୍ୱଳା ଯୋଜନା ଦ୍ୱାରା କିପରି ଦେଶର ମାଆ ଓ ଭଉଣୀ ଲାଭ ପାଉଛନ୍ତି ସେ ସମ୍ପର୍କରେ ଏକ ଭିଡିଓ ଶେୟାର କରି ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;
“ଉଜ୍ଜ୍ୱଳା ଯେଉଁଭଳି ଭାବେ ଆମ ଗରିବ ମାଆ ଓ ଭଉଣୀମାନଙ୍କର ଜୀବନକୁ ସହଜ କରି ଖୁସିରେ ଭରି ଦେଇଛି, ତାହା ବେଶ ଉତ୍ସାହପ୍ରଦ ।”
‘उज्ज्वला’ ने जिस प्रकार हमारी गरीब माताओं और बहनों के जीवन को आसान बनाकर खुशियों से रोशन किया है, वो बहुत उत्साहित करने वाला है। pic.twitter.com/bQG5DDQInZ
— Narendra Modi (@narendramodi) April 7, 2023
SR