ନାଗାଲାଣ୍ଡ ସରକାରଙ୍କ ପିଏଚଇଡି ଓ ସମବାୟ ମନ୍ତ୍ରୀ ଶ୍ରୀ ଜାକୋବ ଝିମୋମିଙ୍କ ଟ୍ୱିଟ ଶୃଙ୍ଖଳ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ କହିଛନ୍ତି “ଏକ ଜି୨୦ କାର୍ଯ୍ୟକ୍ରମ ଅବସରରେ ବୈଚିତ୍ର୍ୟମୟ ନାଗା ସଂସ୍କୃତି ଏକ ଟ୍ୱିଟ ଶୃଙ୍ଖଳରେ ପ୍ରଦର୍ଶିତ ହୋଇଛି । ନାଗା ସଂସ୍କୃତି ପ୍ରାଣୋଚ୍ଛଳତା, ବୀରତ୍ୱ ଓ ପ୍ରକୃତି ପ୍ରତି ସମ୍ମାନର ଅନ୍ୟ ନାମ ।”
ଏକ ଟ୍ୱିଟ ଶୃଙ୍ଖଳରେ ଶ୍ରୀ ଜାକୋବ ଝିମୋମି ଜି୨୦ ପ୍ରତିନିଧି ମଣ୍ଡଳୀକୁ ନାଗାଲାଣ୍ଡର କୋହିମା ଠାରେ ପୂର୍ଣ୍ଣପ୍ରାଣରେ ସ୍ୱାଗତ କରାଯିବା କଥା କହିଛନ୍ତି ।
ସେ କହିଛନ୍ତି ଯେ, ପ୍ରାଣବନ୍ତ ନାଗା ଭାଇ ଓ ଭଉଣୀମାନଙ୍କ ଦ୍ୱାରା ପ୍ରସ୍ତୁତ ପାରମ୍ପରିକ ନାଗା ନୃତ୍ୟ ମାଧ୍ୟମରେ ପ୍ରତିନିଧିମାନଙ୍କୁ ସ୍ୱାଗତ କରାଯାଇଥିଲା ।
ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;
A good thread on the spectacular Naga culture on display during one of the G20 programmes. Naga culture is synonymous with vibrancy, valour and respect towards nature. https://t.co/AT9CMlFCcS
— Narendra Modi (@narendramodi) April 6, 2023
SR