ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଅରୁଣାଚଳ ପ୍ରଦେଶର ମୁକ୍ତୋ ବିଧାନସଭା ନିର୍ବାଚନ ମଣ୍ଡଳୀର ମାଗୋ ଗାଁର ସୀମାନ୍ତ ଅଞ୍ଚଳରେ ବିକାଶ କାର୍ଯ୍ୟକୁ ସ୍ୱାଗତ କରିବା ସହ କହିଛନ୍ତି ସୀମାବର୍ତ୍ତୀ ଗାଁଗୁଡିକରେ ରହୁଥିବା ଲୋକଙ୍କୁ ଏହା ସଶକ୍ତ କରିବ ।
ଅରୁଣାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶ୍ରୀ ପେମା ଖାଣ୍ଡୁଙ୍କ ଟ୍ୱିଟ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;
“ସୀମାନ୍ତ ଅଞ୍ଚଳରେ ଏକ ସ୍ୱାଗତଯୋଗ୍ୟ ବିକାଶ, ଯାହା ସୀମାବର୍ତ୍ତୀ ଗାଁଗୁଡିକରେ ରହୁଥିବା ଲୋକଙ୍କୁ ସଶକ୍ତ କରିବ ।”
A welcome development in the border areas, which will empower those living in border villages. https://t.co/UnVedDb7r8
— Narendra Modi (@narendramodi) April 5, 2023
SR
A welcome development in the border areas, which will empower those living in border villages. https://t.co/UnVedDb7r8
— Narendra Modi (@narendramodi) April 5, 2023