ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏଲଭିଏମ୍୩ ର ସଫଳ ଉତକ୍ଷେପଣ ପାଇଁ ଏନଏସଆଇଏଲ, ଇନ୍–ସ୍ପେଶ୍ ଏବଂ ଇସ୍ରୋକୁ ଅଭିନନ୍ଦନ ଜଣାଇଛନ୍ତି ।
ୱାନ ୱେବ ର ଏକ ଟୁଇଟର ଜବାବରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ଏନଏସଆଇଏଲ୍ ଇଣ୍ଡିଆ, ଇନସ୍ପେଶଇଣ୍ଡିଆ, ଇସ୍ରୋକୁ କୁ ୩୬ ୱାନୱେବ ଉପଗ୍ରହ ସହିତ ଏଲଭିଏମ୍୩ ର ଆଉ ଏକ ସଫଳ ଉତକ୍ଷେପଣ ପାଇଁ ଅଭିନନ୍ଦନ । ଏହା ଆତ୍ମନିର୍ଭରତାର ପ୍ରକୃତ ଆବଗେରେ ବିଶ୍ୱ ବ୍ୟବସାୟିକ ଉତକ୍ଷେପଣ ସେବା ପ୍ରଦାନକାରୀ ଭାବରେ ଭାରତର ଅଗ୍ରଣୀ ଭୂମିକାକୁ ଦୃଢ କରିଛି ।”
HS