Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

କେନ୍ଦ୍ର ମନ୍ତ୍ରୀ ଶ୍ରୀ ଅନୁରାଗ ଠାକୁରଙ୍କ ନିବନ୍ଧକୁ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଶ୍ରୀ ଅନୁରାଗ ଠାକୁରଙ୍କ ଦ୍ୱାରା ଲିଖିତ ‘ଭାରତର ଯୁବକମାନେ ଏକ ଅନିଶ୍ଚିତ ଦୁନିଆ ପାଇଁ ଆଶା ଆଣିଛନ୍ତି’ ଶୀର୍ଷକ ଏକ ନିବନ୍ଧକୁ ଶେୟାର କରିଛନ୍ତି ।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଟୁଇଟ୍‍ କରିଛି;

“କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ଲେଖିଛନ୍ତି, ଭାରତର ଯୁବକମାନେ ଏକ ଅନିଶ୍ଚିତ ଦୁନିଆ ପାଇଁ ଆଶା ଆଣିଛନ୍ତି… ପଢନ୍ତୁ!

timesofindia.indiatimes.com/india/speaking

via NaMo App”

HS