ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଓ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଶ୍ରୀ ଆନ୍ଥୋନୀ ଆଲବାନିଜ ଆଜି ଗୁଜୁରାଟର ଅହମ୍ମଦାବାଦ ସ୍ଥିତ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳା ଯାଉଥିବା ବର୍ଡର-ଗାଭାସ୍କର ଟ୍ରଫିର ଚତୁର୍ଥ ସ୍ମାରକ ଟେଷ୍ଟ ମ୍ୟାଚର କିଛି ଅଂଶ ଦେଖିଛନ୍ତି ।
ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଶ୍ରୀ ଆନ୍ଥୋନୀ ଆଲବାନିଜଙ୍କ ଟ୍ୱିଟର ପ୍ରତ୍ୟୁତ୍ତର ଦେଇ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;
“କ୍ରିକେଟ, ଭାରତ ଓ ଅଷ୍ଟ୍ରେଲିଆରେ ଏକ ସାଧାରଣ ଆବେଗ! ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ମ୍ୟାଚର କିଛି ଅଂଶ ଦେଖିବା ପାଇଁ ନିଜ ପ୍ରିୟ ବନ୍ଧୁ, ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନିଜଙ୍କ ସହ ଅହମ୍ମଦାବାଦ ଆସି ଖୁସି ଲାଗିଲା । ମୋର ବିଶ୍ୱାସ ଏହା ଏକ ରୋମାଂଚକର ମ୍ୟାଚ ହେବ ।”
Cricket, a common passion in India and Australia! Glad to be in Ahmedabad with my good friend, PM @AlboMP to witness parts of the India-Australia Test Match. I am sure it will be an exciting game!
Cricket, a common passion in India and Australia! Glad to be in Ahmedabad with my good friend, PM @AlboMP to witness parts of the India-Australia Test Match. I am sure it will be an exciting game! https://t.co/XvwU0XCbJf pic.twitter.com/JwJecwUkHi
— Narendra Modi (@narendramodi) March 9, 2023
Some more glimpses from Ahmedabad. It is cricket all over! pic.twitter.com/K8YCx0Iaz7
— Narendra Modi (@narendramodi) March 9, 2023
A memorable morning in Ahmedabad! More power to the India-Australia friendship. pic.twitter.com/xdT0j8o1qm
— Narendra Modi (@narendramodi) March 9, 2023
Celebrating friendship through cricket!
— PMO India (@PMOIndia) March 9, 2023
Prime Ministers @narendramodi and @AlboMP watch parts of #INDvsAUS match in Ahmedabad. pic.twitter.com/EmIy4ifC82