ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ବିଶ୍ୱ ବନ୍ୟପ୍ରାଣୀ ଦିବସ ଅବସରରେ ବନ୍ୟପ୍ରାଣୀ ସଂରକ୍ଷଣବିତ ଓ ପରିବେଶପ୍ରେମୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;
“ବିଶ୍ୱ ବନ୍ୟପ୍ରାଣୀ ଦିବସ ଅବସରରେ ବନ୍ୟପ୍ରାଣୀ ପ୍ରେମୀ ଓ ବନ୍ୟପ୍ରାଣୀ ସଂରକ୍ଷଣ ସହ ଜଡିତ ବ୍ୟକ୍ତିମାନଙ୍କୁ ଶୁଭେଚ୍ଛା । ପଶୁଙ୍କ ବାସସ୍ଥଳୀ ସଂରକ୍ଷଣ ଆମର ପ୍ରମୁଖ ପ୍ରାଥମିକତା ଓ ଆମେ ଏହାର ଭଲ ପରିଣାମ ଦେଖିପାରୁଛେ । ବିଗତ ବର୍ଷ ସଦା ସ୍ମରଣୀୟ ରହିବ, କାରଣ ସେହି ବର୍ଷ ଆମେ ନିଜ ଦେଶରେ ଚିତାଙ୍କୁ ସ୍ୱାଗତ କରିଥିଲେ ।”
On World Wildlife Day, best wishes to wildlife lovers and those working on wildlife conservation. Protecting animal habitats is a key priority for us and we have seen good results in that. The year gone by will always be remembered as the year we welcomed cheetahs to our nation! pic.twitter.com/6qsb5FRjBc
— Narendra Modi (@narendramodi) March 3, 2023
SR