Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପ୍ରାଣବନ୍ତ ତାମିଲ ସଂସ୍କୃତି ସାରା ବିଶ୍ୱରେ ଲୋକପ୍ରିୟ: ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ସିଙ୍ଗାପୁର ପ୍ରଧାନମନ୍ତ୍ରୀ ମହାମହିମ ଲି ସିନ ଲୁଙ୍ଗଙ୍କ ଏକ ଟ୍ୱିଟର ପ୍ରତ୍ୟୁତ୍ତର ଦେଇଛନ୍ତି । ଯେଉଁଥିରେ ସିଙ୍ଗାପୁର ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ ଯେ, ସେ ଏଏମକେ, କେବୁନ ବାରୁ ଓ ୱାଇସିକେ ବାସିନ୍ଦାଙ୍କ ସହ ବିଳମ୍ବିତ ପୋଙ୍ଗଲ ପାଳିଛନ୍ତି ।

ଟ୍ୱିଟର ପ୍ରତ୍ୟୁତ୍ତର ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି;

“ଏହା ଦେଖି ବେଶ ଖୁସି । ପ୍ରାଣବନ୍ତ ତାମିଲ ସଂସ୍କୃତି ସାରା ବିଶ୍ୱରେ ଲୋକପ୍ରିୟ ।”