ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ମହାଶିବରାତ୍ରୀ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ।
ଏକ ଟ୍ୱିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ମହାଶିବରାତ୍ରୀର ମହାନ ଅବସରରେ ସମସ୍ତଙ୍କୁ ଶୁଭକାମନା ।
ସମସ୍ତ ଦେଶବାସୀଙ୍କୁ ମହାଶିବରାତ୍ରୀର ଅନନ୍ତ ଶୁଭକାମନା ।
ହର-ହର ମହାଦେବ ।”
Greetings to everyone on the very special occasion of Maha Shivratri.
सभी देशवासियों को महाशिवरात्रि की अनंत शुभकामनाएं।
हर-हर महादेव!
— Narendra Modi (@narendramodi) February 18, 2023
SR
Greetings to everyone on the very special occasion of Maha Shivratri.
— Narendra Modi (@narendramodi) February 18, 2023
सभी देशवासियों को महाशिवरात्रि की अनंत शुभकामनाएं।
हर-हर महादेव!