Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ସାଂସଦ ଶ୍ରୀ ସନ୍ତୋଖ ସିଂହ ଚୌଧୁରୀଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ସାଂସଦ ଶ୍ରୀ ସନ୍ତୋଖ ସିଂହ ଚୌଧୁରୀଙ୍କ ବିୟୋଗରେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।

ଏକ ଟ୍ୱିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ସାଂସଦ ଶ୍ରୀ ସନ୍ତୋଖ ସିଂହ ଚୌଧୁରୀ ଜୀଙ୍କ ବିୟୋଗରେ ଦୁଃଖିତ । ପଞ୍ଜାବବାସୀଙ୍କ ସେବା ପ୍ରୟାସ ପାଇଁ ସେ ସ୍ମରଣୀୟ ରହିବେ । ତାଙ୍କ ପରିବାର ଓ ସମର୍ଥକମାନଙ୍କୁ ସମବେଦନା । ଓମ ଶାନ୍ତି ।” 

 

SR