Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଶ୍ରେଷ୍ଠ ମୂଳ ଗୀତ ‘ନାଟୁ ନାଟୁ’ ପାଇଁ ଗୋଲଡେନ୍ ଗ୍ଲୋବ ପୁରସ୍କାର ଜିତିଥିବାରୁ ଆରଆରଆର ଦଳକୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରେଷ୍ଠ ମୂଳ ଗୀତନାଟୁ ନାଟୁପାଇଁ ଗୋଲଡେନ୍ ଗ୍ଲୋବ ପୁରସ୍କାର ଜିତିବା ପାଇଁ ଆରଆରଆର ସମଗ୍ର ଦଳକୁ ଅଭିନନ୍ଦନ ଜଣାଇଛନ୍ତି

ଆରଆରଆର ଚଳଚ୍ଚିତ୍ର ଦ୍ୱାରା ଏକ ଟୁଇଟ୍ ସେୟାର କରି ପ୍ରଧାନମନ୍ତ୍ରୀ ଟୁଇଟ୍‍ କରିଛନ୍ତି;

ଏକ ବିଶେଷ ସଫଳତା! ଏମ ଏମ କିରାବାଣୀ, ପେମ ରକ୍ଷିତ, କାଳ ଭୈରବ, ଚନ୍ଦ୍ରାବୋଷ, ରାହୁଳ ସିପିଲଗୁଞ୍ଜଙ୍କୁ ଅଭିନନ୍ଦନ ମୁଁ ମଧ୍ୟ ଏସ ଏସ ରାଜାମୌଳି, ଜୁନିୟର ଏନଟିଆର, ରାମ ଚରଣ ଏବଂ ଆରଆରଆର ଚଳଚ୍ଚିତ୍ରର ସମସ୍ତ ଦଳକୁ ଅଭିନନ୍ଦନ ଜଣାଉଛି ଏହି ପ୍ରତିଷ୍ଠିତ ସମ୍ମାନ ପ୍ରତ୍ୟେକ ଭାରତୀୟଙ୍କୁ ବହୁତ ଗର୍ବିତ କରିଛି

HS