ମିଜୋରମ ମୁଖ୍ୟମନ୍ତ୍ରୀ ଶ୍ରୀ ଜୋରମଥାଙ୍ଗା ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି ।
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ କରାଯାଇଛି;
“ମିଜୋରମ ମୁଖ୍ୟମନ୍ତ୍ରୀ ଶ୍ରୀ ଜୋରମଥାଙ୍ଗା ପ୍ରଧାନମନ୍ତ୍ରୀ @narendramodiଙ୍କୁ ଭେଟିଛନ୍ତି ।”
SR
The Chief Minister of Mizoram, Shri Zoramthanga called on PM @narendramodi. @ZoramthangaCM pic.twitter.com/guXArTISto
— PMO India (@PMOIndia) December 8, 2022