Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଗଣିତଜ୍ଞ ତଥା ପଦ୍ମଶ୍ରୀ ବିଜେତା ଶ୍ରୀ ଆରଏଲ କଶ୍ୟପଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଣିତଜ୍ଞ ତଥା ପଦ୍ମଶ୍ରୀ ବିଜେତା ଶ୍ରୀ ଆରଏଲ କଶ୍ୟପଙ୍କ ବିୟୋଗରେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

“ଶ୍ରୀ ଆରଏଲ କଶ୍ୟପ ଜଣେ ବହୁମୁଖୀ ପ୍ରତିଭାସମ୍ପନ୍ନ ବ୍ୟକ୍ତି ଏବଂ ବିଦ୍ୱାନ ଥିଲେ । ତାଙ୍କ ଗାଣିତିକ ଓ ବୈଜ୍ଞାନିକ ଜ୍ଞାନର ପରିଧି ବ୍ୟାପକ ଥିଲା । ଭାରତୀୟ ସଂସ୍କୃତିକୁ ନେଇ ସେ ଗର୍ବିତ ବୋଧ କରିବା ସହ ବୈଦିକ ଶିକ୍ଷାରେ ମଧ୍ୟ ପାରଙ୍ଗମ ଥିଲେ । ତାଙ୍କ ବିୟୋଗରେ ଦୁଃଖିତ । ତାଙ୍କ ପରିବାରକୁ ସମବେଦନା । ଓମ ଶାନ୍ତି ।”

 

SR