ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜାମ୍ମୁ କାଶ୍ମୀର ପର୍ଯ୍ୟଟନ କ୍ଷେତ୍ର ପ୍ରଗତିଶୀଳ ବିକାଶରେ ରେକର୍ଡ କରିବା ପରେ ଖୁସି ବ୍ୟକ୍ତ କରିଛନ୍ତି ।
ଜାମ୍ମୁ କାଶ୍ମୀର ସୂଚନା ଏବଂ ଲୋକସମ୍ପର୍କ ବିଭାଗର ଏକ ଟୁଇଟ୍କୁ ଉଦ୍ଧୃତ କରି ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି;
“ଚମତ୍କାର ଖବର! ଜାମ୍ମୁ କାଶ୍ମୀରବାସୀଙ୍କୁ ସେମାନଙ୍କ ଆଦର ଏବଂ ଆତିଥେୟତା ପାଇଁ ପ୍ରଶଂସା ।”
Wonderful news! Compliments to the people of Jammu and Kashmir for their warmth and hospitality. https://t.co/HmVgZobj0A
— Narendra Modi (@narendramodi) October 7, 2022
HS
Wonderful news! Compliments to the people of Jammu and Kashmir for their warmth and hospitality. https://t.co/HmVgZobj0A
— Narendra Modi (@narendramodi) October 7, 2022