ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତର ପାହାଡ଼ିଆ ରାଜ୍ୟଗୁଡିକର ବିକାଶ ଉପରେ ନାଗରିକଙ୍କ ପ୍ରତିକ୍ରିୟାକୁ ସେୟାର କରିଛନ୍ତି । ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇଛନ୍ତି ଯେ ପାହାଡ଼ିଆ ରାଜ୍ୟଗୁଡ଼ିକର ବିକାଶର ଉଜ୍ଜ୍ୱଳ ଆଲୋକ ହେବାର ସାମର୍ଥ୍ୟ ରହିଛି ।
ଜଣେ ନାଗରିକଙ୍କ ଟୁଇଟକୁ ଉଦ୍ଧୃତ କରି ପ୍ରଧାନମନ୍ତ୍ରୀ ଟୁଇଟ କରିଛନ୍ତି;
“ମୁଁ ସର୍ବଦା ବିଶ୍ୱାସ କରେ – ପାହାଡର ଯୌବନ ଏବଂ ପାହାର ପାଣି ପାହାଡର କାମରେ ଆସିବା ଆବଶ୍ୟକ ।
ଆମର ପାହାଡିଆ଼ ରାଜ୍ୟଗୁଡ଼ିକ ବିକାଶର ଉଜ୍ଜ୍ୱଳ ଆଲୋକବର୍ତ୍ତିକା ହେବାର ସାମର୍ଥ୍ୟ ରହିଛି ।”
I’ve always believed – पहाड़ की जवानी और पहाड़ का पानी पहाड़ों के काम आना चाहिए।
Our hill states have the potential to become shining beacons of development. https://t.co/WP8HParjCS
— Narendra Modi (@narendramodi) October 6, 2022
HS
I’ve always believed - पहाड़ की जवानी और पहाड़ का पानी पहाड़ों के काम आना चाहिए।
— Narendra Modi (@narendramodi) October 6, 2022
Our hill states have the potential to become shining beacons of development. https://t.co/WP8HParjCS