ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ହିମାଚଳ ପ୍ରଦେଶରେ ପ୍ରକଳ୍ପ ସଂକ୍ରାନ୍ତରେ ନାଗରିକଙ୍କ ମନ୍ତବ୍ୟ ଉପରେ ଆଜି ପ୍ରତିକ୍ରିୟା ଦେଇଛନ୍ତି । ଏହି ପ୍ରକଳ୍ପଗୁଡିକର ଉତ୍ସର୍ଗୀକୃତ ତଥା ଭିତ୍ତିପ୍ରସ୍ତର ସ୍ଥାପନ ପାଇଁ ପ୍ରଧାନମନ୍ତ୍ରୀ ହିମାଚଳ ପ୍ରଦେଶକୁ ଉତ୍ସାହିତ କରିଛନ୍ତି ।
ଏମ୍ସ ବିଲାସପୁରର ଉତ୍ସର୍ଗ ଉପରେ, ଯାହାର ମୂଳଦୁଆ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ମଧ୍ୟ ରଖାଯାଇଥିଲା:
୧୬୯୦ କୋଟିରୁ ଉର୍ଦ୍ଧ୍ୱ ଅର୍ଥରେ ୧୦୫ ନମ୍ବର ଜାତୀୟ ରାଜପଥର ପିଞ୍ଜୋର ଠାରୁ ନାଲାଗଡ ପର୍ଯ୍ୟନ୍ତ ୩୧ କିଲୋମିଟର ଦୈର୍ଘ୍ୟ ଚାରି ଲେନ୍ ବିଶିଷ୍ଟ ପ୍ରକଳ୍ପ ।
This is the case all over India. Tier-2 and Tier-3 cities, towns, Aspirational Districts are getting attention so that they can shine. https://t.co/rDfcW44vox
— Narendra Modi (@narendramodi) October 5, 2022
HS

You are correct. Our efforts include more medical colleges and education in regional languages. Win win for budding doctors. https://t.co/uQmES1xOPM
— Narendra Modi (@narendramodi) October 5, 2022
Rightly pointed. https://t.co/nTHSFJl1aU
— Narendra Modi (@narendramodi) October 5, 2022