ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀ ଜୀଙ୍କୁ ତାଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କ ବିଷୟରେ ତାଙ୍କ ଚିନ୍ତାଧାରାର ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି । ଶ୍ରୀ ମୋଦୀ ଦିଲ୍ଲୀର ପ୍ରଧାନମନ୍ତ୍ରୀ ସଂଗ୍ରହାଳୟରେ ଥିବା ଲାଲ ବାହାଦୂର ଶାସ୍ତ୍ରୀଙ୍କ ଗ୍ୟାଲେରୀରୁ କିଛି ଝଲକ ମଧ୍ୟ ସେୟାର କରିଛନ୍ତି ।
ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ଲାଲ ବାହାଦୂର ଶାସ୍ତ୍ରୀ ଜୀ ତାଙ୍କର ସରଳତା ଏବଂ ର୍ନିଣ୍ଣାୟକତା ପାଇଁ ସାରା ଭାରତରେ ପ୍ରଶଂସିତ ହୋଇଛନ୍ତି । ଆମ ଇତିହାସର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସମୟରେ ତାଙ୍କର କଠୋର ନେତୃତ୍ୱ ସର୍ବଦା ସ୍ମରଣୀୟ ହୋଇ ରହିବ । ତାଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ।”
“ଆଜି ଶାସ୍ତ୍ରୀ ଜୀଙ୍କର ଜୟନ୍ତୀରେ ମୁଁ ଦିଲ୍ଲୀର ପ୍ରଧାନମନ୍ତ୍ରୀ ସଂଗ୍ରହାଳୟଠାରେ ଥିବା ତାଙ୍କ ଗ୍ୟାଲେରୀର କିଛି ଝଲକ ସେୟାର କରୁଛି, ଯାହା ତାଙ୍କ ଜୀବନ ଯାତ୍ରା ଏବଂ ପ୍ରଧାନମନ୍ତ୍ରୀ ଭାବରେ ସଫଳତା ପ୍ରଦର୍ଶନ କରୁଛି । ସଂଗ୍ରହାଳୟ ପରିଦର୍ଶନ କରନ୍ତୁ ।”
Lal Bahadur Shastri Ji is admired all across India for his simplicity and decisiveness. His tough leadership at a very crucial time of our history will always be remembered. Tributes to him on his Jayanti. pic.twitter.com/f5a3PWreMl
— Narendra Modi (@narendramodi) October 2, 2022
Today, on Shastri Ji’s Jayanti I am also sharing some glimpses from his gallery in the Pradhanmantri Sangrahalaya in Delhi, which showcases his life journey and accomplishments as PM. Do visit the Museum… pic.twitter.com/09yi9FWQSs

HS