ବିଶ୍ୱ ବୌଦ୍ଧିକ ଗୁଣଧର୍ମ ସଂଗଠନ (ଡବ୍ଲ୍ୟୁଆଇପିଓ) ର ବିଶ୍ୱ ଅଭିନବ ସୂଚକାଙ୍କରେ ଭାରତ ୪୦ ତମ ସ୍ଥାନକୁ ଉନ୍ନୀତ ହେବାପରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ଉଦ୍ଭାବକମାନଙ୍କ ପାଇଁ ଗର୍ବ ଅନୁଭବ କରିଛନ୍ତି ।
କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ଶ୍ରୀ ପୀୟୂଷ ଗୋୟଲଙ୍କ ଏକ ଟୁଇଟ୍ କୁ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି;
“ସମଗ୍ର ଭାରତରେ ଉଦ୍ଭାବନର ଶବ୍ଦ ଗୁଞ୍ଜରିତ ହେଉଛି । ଆମର ଉଦ୍ଭାବକମାନଙ୍କ ପାଇଁ ଗର୍ବିତ । ଆମେ ଏକ ଦୀର୍ଘ ପଥ ଅତିକ୍ରମ କରିଛୁ ଏବଂ ନୂତନ ଶିଖରରେ ମଧ୍ୟ ପହଞ୍ଚିବାକୁ ଚାହୁଁଛୁ ।”
Innovation is the buzzword across India. Proud of our innovators. We’ve come a long way and want to scale even newer heights. https://t.co/Fa82TmmnLc
— Narendra Modi (@narendramodi) September 29, 2022
HS
Innovation is the buzzword across India. Proud of our innovators. We’ve come a long way and want to scale even newer heights. https://t.co/Fa82TmmnLc
— Narendra Modi (@narendramodi) September 29, 2022