ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନବରାତ୍ରୀ ଅବସରରେ ଶ୍ରଦ୍ଧାଳୁମାନଙ୍କ ପାଇଁ ମା କାତ୍ୟାୟନୀଙ୍କ ଆଶୀର୍ବାଦ କାମନା କରିଛନ୍ତି । ଏହି ଅବସରରେ ଶ୍ରୀ ମୋଦୀ ତାଙ୍କ ନିକଟରେ ଆତ୍ମବଳ ଓ ଆତ୍ମବିଶ୍ୱାସ କାମନା କରିଛନ୍ତି । ସେ ଦେବୀଙ୍କ ସ୍ତୁତି ମଧ୍ୟ ଶେୟାର କରିଛନ୍ତି ।
ଏକ ଟ୍ୱିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“चन्द्रहासोज्ज्वलकरा शार्दूलवरवाहना।
कात्यायनी च शुभदा देवी दानवघातिनी॥
“ମା ଦୁର୍ଗାଙ୍କ କାତ୍ୟାୟନୀ ସ୍ୱରୂପ ବେଶ ଅଦ୍ଭୁତ ଓ ଅଲୌକିକ । ଆଜି ତାଙ୍କ ଆରାଧନା ଦ୍ୱାରା ସମସ୍ତଙ୍କୁ ନୂତନ ଆତ୍ମବଳ ଓ ଆତ୍ମବିଶ୍ୱାସ ଆଶୀର୍ବାଦ ମିଳୁ ବୋଲି କାମନା କରୁଛି ।”
चन्द्रहासोज्ज्वलकरा शार्दूलवरवाहना।
कात्यायनी च शुभदा देवी दानवघातिनी॥मां दुर्गा का कात्यायनी स्वरूप अत्यंत अद्भुत और अलौकिक है। आज उनकी आराधना से हर किसी को नए आत्मबल और आत्मविश्वास का आशीर्वाद मिले, यही कामना है। pic.twitter.com/cVCYQutiRB
— Narendra Modi (@narendramodi) October 1, 2022
SR
चन्द्रहासोज्ज्वलकरा शार्दूलवरवाहना।
— Narendra Modi (@narendramodi) October 1, 2022
कात्यायनी च शुभदा देवी दानवघातिनी॥
मां दुर्गा का कात्यायनी स्वरूप अत्यंत अद्भुत और अलौकिक है। आज उनकी आराधना से हर किसी को नए आत्मबल और आत्मविश्वास का आशीर्वाद मिले, यही कामना है। pic.twitter.com/cVCYQutiRB