Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଆଙ୍ଗୋଲା ରାଷ୍ଟ୍ରପତି ଭାବେ ପୁନଃ ନିର୍ବାଚିତ ମହାମହିମ ଜୋଆଓ ମେନୁଏଲ ଗୋଁକାଲୱେସ ଲୌରେଂକୋଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଙ୍ଗୋଲାର ରାଷ୍ଟ୍ରପତି ଭାବେ ପୁନଃ ନିର୍ବାଚିତ ମହାମହିମ ଜୋଆଓ ମେନୁଏଲ ଗୋଁକାଲୱେସ ଲୌରେଂକୋଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ ଏକ ଟ୍ୱିଟରେ କହିଛନ୍ତି;

ଆଙ୍ଗୋଲାର ରାଷ୍ଟ୍ରପତି ଭାବେ ପୁନଃ ନିର୍ବାଚିତ ମହାମହିମ ଜୋଆଓ ମେନୁଏଲ ଗୋଁକାଲୱେସ ଲୌରେଂକୋ @jlprdeangola ଙ୍କୁ ଅଭିନନ୍ଦନ । ଆମ ଦ୍ୱିପାକ୍ଷିକ ସମ୍ପର୍କରେ ଆହୁରି ମଜବୁତ କରିବା ପାଇଁ ମିଳିତ ଭାବେ କାମ କରିବାକୁ ଆଶାବାଦୀ ।

 

SR