Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପ୍ରଧାନମନ୍ତ୍ରୀ ମନ୍ କୀ ବାତ୍ ପାଇଁ ବିଚାର ଓ ପରାମର୍ଶ ଆହ୍ୱାନ କଲେ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦୨୨ ସେପ୍ଟେମ୍ବର ୨୫ ପୂର୍ବାହ୍ନ ୧୧ଟା ପାଇଁ ଧାର୍ଯ୍ୟ ମନ୍ କୀ ବାତ୍ର ଆଗାମୀ ସଂସ୍କରଣ ନିମନ୍ତେ ଲୋକମାନଙ୍କଠାରୁ ବିଚାର ପରାମର୍ଶ ବିନିମୟ ଲାଗି ଆହ୍ୱାନ ଦେଇଛନ୍ତି ମାଇଁଗଭ, ନମୋ ଆପରେ ବିଚାରଗୁଡ଼ିକ ବିନିମୟ କରାଯାଇ ପାରିବ ଅଥବା ବାର୍ତ୍ତା ରେକର୍ଡ ନିମନ୍ତେ ୧୮୦୦-୧୧-୭୮୦୦ ନମ୍ବରରେ ଡାଏଲ କରିହେବ ଯେ କୌଣସି ବ୍ୟକ୍ତି ୧୯୨୨ରେ ମିସଡ କଲ୍ ଦେଇପାରିବେ ଏବଂ ଏସଏମଏସରେ ପ୍ରାପ୍ତ ଲିଙ୍କକୁ ଅନୁସରଣ କରି ସିଧାସଳଖ ଭାବେ ପ୍ରଧାନମନ୍ତ୍ରୀଙ୍କୁ ନିଜର ପରାମର୍ଶ ଦେଇପାରିବେ

 

ମାଇଁଗଭ ଆମନ୍ତ୍ରଣକୁ ବିନିମୟ କରି, ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

 

‘‘ମନ୍ କୀ ବାତ୍ ସାରା ଭାରତରେ ବିବିଧ ପରାମର୍ଶ ପ୍ରେରଣାମୂଳକ ସାମୂହିକ ପ୍ରଚେଷ୍ଟା ଦ୍ୱାରା ସମୃଦ୍ଧ ହୋଇଛି, ଯାହା କି ଆମ ସମାଜରେ ସକାରାତ୍ମକ ପରିବର୍ତ୍ତନ ଆଣିଛି ସବୁଥର ଭଳି, ମୁଁ ୨୫ ତାରିଖରେ ହେବାକୁ ଥିବା ଚଳିତମାସର ସଂସ୍କରଣ ନିମନ୍ତେ ଆପଣମାନଙ୍କ ପରାମର୍ଶ ପ୍ରାପ୍ତ କରିବା ପାଇଁ ଉତ୍ସୁକ ।’’

 

https://www.mygov.in/group-issue/inviting-ideas-mann-ki-baat-prime-minister-narendra-modi-25th-september-2022/?target=inapp&type=group_issue&nid=334031

 

SR