Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପୁରୁଷ ୯୭ କିଲୋଗ୍ରାମ ଫ୍ରିଷ୍ଟାଇଲ କୁସ୍ତିରେ କାଂସ୍ୟପଦକ ବିଜେତା କୁସ୍ତି ଯୋଦ୍ଧା ଦୀପକ ନେହରାଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ରେ ପୁରୁଷ ୯୭ କିଲୋଗ୍ରାମ ଫ୍ରିଷ୍ଟାଇଲ କୁସ୍ତିରେ କାଂସ୍ୟପଦକ ବିଜେତା କୁସ୍ତିଯୋଦ୍ଧା ଦୀପକ ନେହରାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

ଆଉ ଜଣେ କୁସ୍ତି ଯୋଦ୍ଧାଙ୍କ ତରଫରୁ ଭାରତ ପାଇଁ ଆଉ ଏକ ପଦକ ! ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ ଫ୍ରିଷ୍ଟାଇଲ କୁସ୍ତିରେ ଦୀପକ ନେହରା କାଂସ୍ୟ ପଦକ ଜିତିଥିବାରୁ ଆନନ୍ଦିତ । ଭବିଷ୍ୟତ ପାଇଁ ତାଙ୍କୁ ଶୁଭେଚ୍ଛା ଜଣାଉଛି । #Cheer4India    

SR