ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବର୍ମିଂହୋମ ଠାରେ ଅନୁଷ୍ଠିତ ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ରେ ଲନ ବଲ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିବାରୁ ଲଭଲି ଚୌବେ, ପିଙ୍କି ସିଂହ, ନୟନମୋନି ସାଇକିଆ ଏବଂ ରୁପା ରାଣୀ ତିର୍କୀଙ୍କୁ ପ୍ରଶଂସା କରିଛନ୍ତି ।
ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ବର୍ମିଂହାମ୍ ରେ ଐତିହାସିକ ବିଜୟ! ଲନ ବଲସରେ ସମ୍ମାନଜନକ ସ୍ୱର୍ଣ୍ଣ ପଦକ ଆଣିଥିବାରୁ ଲଭଲି ଚୌବେ, ପିଙ୍କି ସିଂହ, ନୟନମୋନି ସାଇକିଆ ଏବଂ ରୁପା ରାଣୀ ତିର୍କୀଙ୍କ ପାଇଁ ଭାରତ ଗର୍ବିତ । ଦଳ ବହୁତ ଚତୁରତା ପ୍ରଦର୍ଶନ କରିଛି ଏବଂ ସେମାନଙ୍କର ସଫଳତା ଅନେକ ଭାରତୀୟଙ୍କୁ ଲନ୍ ବଲ୍ସ ପ୍ରତି ଉତ୍ସାହିତ କରିବ ।”
Historic win in Birmingham! India is proud of Lovely Choubey, Pinki Singh, Nayanmoni Saikia and Rupa Rani Tirkey for bringing home the prestigious Gold in Lawn Bowls. The team has demonstrated great dexterity and their success will motivate many Indians towards Lawn Bowls. pic.twitter.com/RvuoGqpQET
— Narendra Modi (@narendramodi) August 2, 2022
HS