ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦୨୨ ମସିହା ମଇ ୪ ତାରିଖରେ କୋପେନହାଗେନରେ ଅନୁଷ୍ଠିତ ଦ୍ୱିତୀୟ ଭାରତ-ନର୍ଡିକ ସମ୍ମିଳନୀରୁ ଫେରୁଥିବା ସମୟରେ ସରକାରୀ ଗସ୍ତରେ ଫ୍ରାନ୍ସ ଯାଇଥିଲେ ।
୨. ପ୍ୟାରିସରେ ପ୍ରଧାନମନ୍ତ୍ରୀ ଫ୍ରାନ୍ସର ମାନ୍ୟବର ରାଷ୍ଟ୍ରପତି ଶ୍ରୀ ଇମାନୁଏଲ୍ ମାକ୍ରୋନ୍ଙ୍କୁ ଭେଟିଥିଲେ ଏବଂ ମୁହାଁ ମୁହିଁ ଓ ପ୍ରତିନିଧୀ ସ୍ତରୀୟ ଆଲୋଚନା କରିଥିଲେ । ପ୍ରତିରକ୍ଷା, ମହାକାଶ, ସାମୁଦ୍ରିକ ଅର୍ଥନୀତି, ବେସାମରିକ ଆଣବିକ ଏବଂ ଲୋକମାନଙ୍କ ମଧ୍ୟରେ ପାରସ୍ପାରିକ ସମ୍ପର୍କ ସମେତ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗର ପରିସର ଉପରେ ଦୁଇ ନେତା ଆଲୋଚନା କରିଥିଲେ ।
୩. ଦୁଇ ନେତା ମଧ୍ୟ ଆଞ୍ଚଳିକ ଏବଂ ବିଶ୍ୱର ସୁରକ୍ଷା ଦୃଷ୍ଟିକୋଣର ସମୀକ୍ଷା କରିଛନ୍ତି ଏବଂ ବିଶ୍ୱସ୍ତରୀୟ ଶାନ୍ତି ପାଇଁ ଭାରତ-ଫ୍ରାନ୍ସ ରଣନୀତିକ ସହଯୋଗକୁ ଏକ ଶକ୍ତିରେ ପରିଣତ କରିବାର ଉପାୟ ଉପରେ ଆଲୋଚନା କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଫ୍ରାନ୍ସ ଗସ୍ତ କେବଳ ଦୁଇ ଦେଶ ମଧ୍ୟରେ ନୁହେଁ ଦୁଇ ନେତାଙ୍କ ମଧ୍ୟରେ ଦୃଢ ବନ୍ଧୁତା ଏବଂ ଶୁଭେଚ୍ଛା ପ୍ରଦର୍ଶନ କରିଛି ।
୪. ପ୍ରଧାନମନ୍ତ୍ରୀ ଶୀଘ୍ର ଭାରତ ଗସ୍ତରେ ଆସିବା ପାଇଁ ରାଷ୍ଟ୍ରପତି ମାକ୍ରୋନଙ୍କୁ ଆମନ୍ତ୍ରଣ କରିଥିଲେ ।
୫. ଆଲୋଚନା ପରେ ଏକ ମିଳିତ ବିବୃତ୍ତି ଜାରି ହୋଇଥିଲା, ଯାହା ଏଠାରେ ଦେଖାଯାଇପାରେ
HS
Je suis ravi, comme toujours, de voir mon ami @EmmanuelMacron. Nous avons longuement discuté de questions bilatérales et internationales. L'Inde et la France sont de fiers partenaires de développement, avec un partenariat concernant des secteurs variés. pic.twitter.com/3Yx4E5iGAL
— Narendra Modi (@narendramodi) May 4, 2022
Delighted, as always, to meet my friend President @EmmanuelMacron. We talked at length about bilateral as well as global issues. India and France are proud developmental partners with our partnership spread across different sectors. pic.twitter.com/5Kjqcjf0tQ
— Narendra Modi (@narendramodi) May 4, 2022
Ma visite en France a été brève mais fructueuse. Le Président @EmmanuelMacron et moi-même avons pu discuter de sujets variés. Je le remercie, ainsi que le Gouvernement français, pour leur hospitalité. pic.twitter.com/Q4B7sCqok3
— Narendra Modi (@narendramodi) May 4, 2022
My visit to France was brief but a very fruitful one. President @EmmanuelMacron and I got the opportunity to discuss various subjects. I thank him and the French Government for the warm hospitality. pic.twitter.com/pJCCvpvjao
— Narendra Modi (@narendramodi) May 4, 2022
PM @narendramodi and President @EmmanuelMacron meet in Paris. This meeting will add momentum to the friendship. pic.twitter.com/bblaQf96F8
— PMO India (@PMOIndia) May 4, 2022