ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗତ ୮୭ ମାସ ହେଲା ମାସର ପ୍ରତି ଶେଷ ରବିବାରରେ ନିଜର ମନକଥାକୁ ଦେଶବାସୀଙ୍କ ସହ କଥୋପକଥନ ମାଧ୍ୟମରେ ପ୍ରକାଶ କରି ଆସୁଛନ୍ତି । ଆସନ୍ତା ୮୮ତମ ସମ୍ଭାଷଣ ଏପ୍ରିଲ ୨୪ ତାରିଖ ଦିନ ଅନୁଷ୍ଠିତ ହେବ । ଏଥିରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସମ୍ବୋଧନ କରିବେ । ଏଥି ସହିତ ସମାଜର ସବା ତଳ ସ୍ତରରେ ଘଟୁଥିବା ଉଲ୍ଲେଖନୀୟ ଘଟଣା କିମ୍ବା ସମାଜକୁ ବଦଳାଇ ଦେବା ଭଳି ବ୍ୟକ୍ତିଙ୍କ ସମ୍ପର୍କରେ ଜାଣିଥିଲେ ଏସବୁକୁ ନେଇ ଅଂଶ ଗ୍ରହଣ ପାଇଁ ମଧ୍ୟ ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି । ଏସବୁକୁ ମାଇଁ ଗଭ, ନମୋ ଆପ କିମ୍ବା ୧୮୦୦୧୧୭୮୦୦ ଟେଲିଫୋନ ନମ୍ବରକୁ ଡାଏଲ କରି ଯେ କୌଣସି ଦେଶବାସୀ ଜଣାଇ ପାରିବେ । ଏହି ଟେଲିଫୋନରେ ସେମାନଙ୍କ ଚିନ୍ତାଧାରା ଏବଂ ଅଭିଜ୍ଞତା ରେକର୍ଡ କରାଯାଇପାରିବ । ଏଥିପଇଁ ପ୍ରଧାନମନ୍ତ୍ରୀ ଟୁଇଟ ଯୋଗେ ଜନସାଧାରଣଙ୍କୁ ଅନୁରୋଧ ମଧ୍ୟ କରିଛନ୍ତି ।
Through #MannKiBaat we celebrate the extraordinary feats of grassroots level change-makers. Do you know of such inspiring life journeys? Share them for this month’s programme on the 24th. Write on MyGov, NaMo App or dial 1800-11-7800 to record a message. https://t.co/z0uOm3WcTL
— Narendra Modi (@narendramodi) April 8, 2022
SSD/DD