Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ନୌସେନା ଦିବସ ଅବସରରେ ଭାରତୀୟ ନୌସେନାକୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା


ନୌସେନା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ନୌସେନା କର୍ମଚାରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ ଏକ ଟ୍ୱିଟରେ କହିଛନ୍ତି;

“ନୌସେନା ଦିବସର ଅଭିନନ୍ଦନ । ଭାରତୀୟ ନୌସେନାର ଉଲ୍ଲେଖନୀୟ ଅବଦାନ ପାଇଁ ଆମେ ଗର୍ବିତ । ନିଜ ପେଶାଦାରୀ ମନୋଭାବ ଓ ଅଦମ୍ୟ ସାହସ ପାଇଁ ଆମ ନୌସେନା ବେଶ ସମ୍ମାନିତ । ପ୍ରାକୃତିକ ବିପର୍ଯ୍ୟୟ ଭଳି ସଙ୍କଟଜନକ ସ୍ଥିତିର ମୁକାବିଲା ପାଇଁ ଆମ ନୌସେନା କର୍ମଚାରୀମାନେ ସବୁବେଳେ ଅଗ୍ରଣୀ ଭୂମିକା ଗ୍ରହଣ କରିଥାନ୍ତି ।”  

SR