Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପ୍ରଧାନମନ୍ତ୍ରୀ ନଭେମ୍ବର ୧୪ ତାରିଖରେ ତ୍ରିପୁରାର ୧.୪୭ଲକ୍ଷରୁ ଅଧିକ ହିତାଧିକାରୀଙ୍କ ପାଇଁ ପିଏମ୍‍ଏୱାଇ-ଜି ର ପ୍ରଥମ କିସ୍ତି ଟ୍ରାନ୍ସଫର କରିବେ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ୧୪ ନଭେମ୍ବର, ୨୦୨୧ ଅପରାହ୍ନ ଗୋଟାଏ ସମୟରେ ତ୍ରିପୁରାର .୪୭ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାଗ୍ରାମୀଣ (ପିଏମଏୱାଇଜି) ପ୍ରଥମ କିସ୍ତି ଟ୍ରାନ୍ସଫର କରିବେ ଏହି ଅବସରରେ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ୭୦୦ କୋଟିରୁ ଅଧିକ ଟଙ୍କା ସିଧାସଳଖ ଜମା କରାଯିବ

ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ତ୍ରିପୁରାର ଅନନ୍ୟ ଜଳବାୟୁ ସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ପାଇଁକଚ୍ଚାଘରର ସଂଜ୍ଞା ବିଶେଷ ଭାବରେ ପରିବର୍ତ୍ତନ କରାଯାଇଛି, ଯାହାଫଳରେକଚ୍ଚାଘରେ ରହୁଥିବା ବହୁ ସଂଖ୍ୟକ ହିତାଧିକାରୀଙ୍କୁପକ୍କାଘର ନିର୍ମାଣ ପାଇଁ ସହାୟତା ପାଇବାକୁ ସକ୍ଷମ କରିଛି

ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଏବଂ ତ୍ରିପୁରାର ମୁଖ୍ୟମନ୍ତ୍ରୀ ମଧ୍ୟ ଉପସ୍ଥିତ ରହିବେ

HS