Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ବାରଣାସୀ କର୍ପୋରେଟରଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ମତ ବିନିମୟ

ବାରଣାସୀ କର୍ପୋରେଟରଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ମତ ବିନିମୟ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (12.08.2016) ନୂଆଦିଲ୍ଲୀସ୍ଥିତ ନିଜ ବାସଭବନରେ ବାରଣାସୀ କର୍ପୋରେଟରମାନଙ୍କୁ ସ୍ଵାଗତ କରିଛନ୍ତି ।

ପର୍ଯ୍ୟଟକଙ୍କ ପାଇଁ ସମସ୍ତେ ହାତକୁ ହାତ ମିଳାଇ ସହରକୁ ଅଧିକ ଆକର୍ଷିତ କରିବା ପାଇଁ କର୍ପୋରେଟରମାନଙ୍କୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିଲେ । ନିଜ ନିଜ ୱାର୍ଡକୁ ସଫାସୁତୁରା ରଖିବା ପାଇଁ ମଧ୍ୟ ସେ ପ୍ରବର୍ତ୍ତାଇଥିଲେ ।

ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ବାରଣାସୀ ସଂସଦୀୟ କ୍ଷେତ୍ରର ଗ୍ରାମ ପ୍ରଧାନ ଏବଂ କର୍ପୋରେଟରମାନଙ୍କ ସହିତ ଏହାଥିଲା ପାଞ୍ଚ-ଦିନିଆ ଶେଷ ମତ ବିନିମୟ କାର୍ଯ୍ୟକ୍ରମ ।